April 21, 2025

ନବାବ ମଲିକ ଏବଂ ଦେଶମୁଖଙ୍କୁ ଝଟକା, କୋର୍ଟ କହିଲେ – ରାଜ୍ୟସଭା ନିର୍ବାଚନରେ ମତଦାନ ମୌଳିକ ଅଧିକାର ନୁହେଁ

ମୁମ୍ବାଇ : ଦେଶର ଅନ୍ୟ ରାଜ୍ୟମାନଙ୍କ ସହିତ ମହାରାଷ୍ଟ୍ରରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଛି । ମହାରାଷ୍ଟ୍ର ସରକାରଙ୍କ ଜେଲରେ ଥିବା ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏବଂ ମନ୍ତ୍ରୀ ନବାବ ମଲିକ ସେସନ୍ କୋର୍ଟରେ ଏହି ନିର୍ବାଚନରେ ଭୋଟ୍ ଦେବା ନେଇ ଆବେଦନ କରିଥିଲେ । କିନ୍ତୁ ଏଏସଜି ଉଭୟଙ୍କ ଆବେଦନକୁ ଖାରଜ କରି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia