April 23, 2025

ନନ୍ଦନକାନନରେ ୧୨ ବର୍ଷ ବାଘୁଣୀର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନରେ ବାଘୁଣୀ ବିଜୟାର ମୃତ୍ୟୁ । କିଛି ଦିନ ହେବ ଅସୁସ୍ଥ ହୋଇ ଖାଇବା ପିଇବା କରୁ ନଥିଲା ବାଘୁଣୀ । ସଫାରୀରୁ କ୍ଵାରେନଟାଇନ୍ କକ୍ଷକୁ ଆଣି ଓୟୁଏଟିର ସ୍ୱତନ୍ତ୍ର ୪ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସା କରୁଥିଲା । ହେଲେ ଶେଷରେ ଆଜି ଆଖି ବୁଜିଲା ୧୨ବର୍ଷର ବିଜୟା । ଆଜି ନନ୍ଦନକାନନ ପ୍ରାଣୀ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia