April 30, 2025

ନନ୍ଦନକାନନରେ ବାଘ ଓ ସିଂହ ଛୁଆର ନାଁ ଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ନନ୍ଦନକାନନରେ ବାଘ ଓ ସିଂହ ଶାବକର ନାମକରଣ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବୀନୀ କୁମାର ଚୋବେ । ସିଂହୀ ବିଜୁଳିଠାରୁ ଜନ୍ମ ହୋଇଥିବା ଶାବକର ନାମ କାମିନୀ ଓ ଧଳା ବାଘ ଶାବକର ନାଁ ରଖାଯାଇଛି ହିମାଂଶୀ । ସେହିଭଳି ଏହି ବାଘ ଛୁଆ ଓ ସିଂହ ଛୁଆକୁ ଚିଡ଼ିଆଖାନା କିପର ହେମନ୍ତ ଓ ପ୍ରଶାନ୍ତ ମା’

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia