April 19, 2025

ନନ୍ଦନକାନନରେ ଆତଙ୍କ, ଖୁଆଡ଼ରୁ ଖସିଲା ମହାବଳ ବାଘ

ଭୁବନେଶ୍ୱର: ନନ୍ଦନକାନନରେ ଆଜି ଏକ ବଡ଼ ଅଘଟଣ ଘଟିବା ପୂର୍ବରୁ ଟଳିଯାଇଛି । ନନ୍ଦନକାନନର ୩୩ ନମ୍ବର ଖୁଆଡ଼ରୁ ମହାବଳ ବାଘ ବାହାରି ଆସିଥିଲା । ଏହି ଖବର ପ୍ରଚାରିତ ହେବା ପରେ ନନ୍ଦନ କାନନରେ ଆଜି କିଛି ସମୟ ପାଇଁ ଖେଳି ଯାଇଥିଲା ଆତଙ୍କ। ତେବେ କିଛି ସମୟ ମଧ୍ୟରେ କର୍ମଚାରୀ ଖୋଜାଖୋଜି କରି ସୂରଜକୁ
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia