April 30, 2025

ନକଲି ଔଷଧ ମାମଲା: ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

କଟକ: ନକଲି ଔଷଧ ମାମଲା । ପୋଲିସ ପାଖରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ । କଟକ ପୁରୀଘାଟ ଥାନାରେ ଦୁଇ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି । ଦୁଇଜଣ ହେଲେ ସଞ୍ଜୟ ଓ ରାହୁଲ ଶ୍ୟାଲ । ଉଚ୍ଚ ରକ୍ତଚାପ ମେଡିସିନ୍ ଟେଲମା-୪୦ ନକଲି ଅଭିଯୋଗ ହୋଇଥିଲା । ଏହି ମାମଲା ନେଇ ଡ୍ରଗ୍ସ ଇନ୍ସପେକ୍ଟର ପୁରୀଘାଟ ଥାନାରେ ଏତଲା କରିଥିଲେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia