April 29, 2025

ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲା: ଫରେନସିକ୍ ଯାଞ୍ଚ ପାଇଁ ଗଲା ଘଣ୍ଟା ଓ ସିସିଟିଭିର ହାର୍ଡଡିସ୍କ

ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା ମାମଲା । ଧର୍ମେନ୍ଦ୍ର ସାହୁଙ୍କ ଘଣ୍ଟା ଓ ସିସିଟିଭି ହାର୍ଡଡିସ୍କକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି । ଘରର ସମସ୍ତ ସିସିଟିଭି ଧର୍ମେନ୍ଦ୍ରଙ୍କ  ଘଣ୍ଟା ସହ ଲିଙ୍କ ଥିଲା । ଗତକାଲି ପରିବାର ଲୋକଙ୍କୁ ପଚରାଉଚରା କରାଯାଇଥିଲା । ଆଜି ଧର୍ମେନ୍ଦ୍ରଙ୍କ ଡ୍ରାଇଭର ଓ ସହକର୍ମୀଙ୍କୁ ପଚରାଉଚରା କରିବ ପୋଲିସ । ଘରୁ ଅନେକ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia