April 22, 2025

‘ଦ କାଶ୍ମୀର ଫାଇଲ୍ସ’ ପରେ ଗୁଜୁରାଟ ଦଙ୍ଗାକୁ ନେଇ ଆସିବ ଫିଲ୍ମ ‘ଗୁଜୁରାଟ ଫାଇଲ୍ସ’ !

ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରିଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ବର୍ତ୍ତମାନ ଦେଶର ପ୍ରତ୍ୟେକ ସିନେମା ହଲର ରାଜ୍ କରୁଛି । ଚଳଚ୍ଚିତ୍ରକୁ ନେଇ ଲୋକେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେବାକୁ ଲାଗିଲେଣି । ଲୋକମାନେ ଫିଲ୍ମରେ ପ୍ରଦର୍ଶିତ କାଶ୍ମୀରୀ ପଣ୍ଡିତଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ କହୁଛନ୍ତି ଏବଂ ସେମାନଙ୍କ ପ୍ରତି କରାଯାଇଥିବା ଏହି

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia