ଭୁବନେଶ୍ୱର: ରାଜ୍ୟରେ ଏବେ ଦୁର୍ବଳ ହୋଇଛି ମୌସୁମୀ ଟ୍ରଫ୍ ଲାଇନ । ଫଳରେ ରାଜ୍ୟରୁ ଏବେ ମୌସୁମୀ ଜନିତ ବର୍ଷା ଗାଏବ ହୋଇଯାଇଛି । ଆସନ୍ତା ୩ ଦିନ ମଧ୍ୟରେ ଦିନବେଳା ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରି ସେଲ୍ସିୟସ୍ ପର୍ଯ୍ୟନ୍ତ ଅଧିକ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Union Club gets new president
2 held from UP for duping visitors with fake Puri shrine accommodation sites
Similipal to set up mini nurseries for endangered plants conservation