April 30, 2025

ଦୁର୍ଗାପୂଜା ଗାଇଡଲାଇନ: ବ୍ୟାଣ୍ଡ ବାଜା ଓ ଡିଜେ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ଆସୁଛନ୍ତି ମା । ଆଉ ଅଳ୍ପ ଦିନର ଅପେକ୍ଷା । ଧରାପୃଷ୍ଟକୁ ଅବତରଣ କରିବେ ଜଗତଜନନୀ ମା ଦୁର୍ଗା । ଦୁର୍ଗା ପୂଜା ପାଇଁ ରାଜଧାନୀରେ ପ୍ରସ୍ତୁତି ଜୋର୍‌ଦାର । ଧୁମଧାମରେ ପୂଜା କରିବାକୁ ଆୟୋଜକମାନେ ଲାଗି ପଡିଥିବା ବେଳେ ସେପଟେ ଦୁର୍ଗାପୂଜା ପାଇଁ କମିସନରେଟ ପୋଲିସ ପକ୍ଷରୁ କଟକଣା ଲାଗୁ ହୋଇଛି । {image-durgapuja-1663941022.jpeg

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia