April 20, 2025

ଦୀପାବଳିରେ ବାଣ ଫୁଟିଲେ ବଢ଼ିବ କରୋନା ସଂକ୍ରମଣ !

ଭୁବନେଶ୍ୱର: ବାଣ ଫୁଟିଲେ କରୋନା ସଂକ୍ରମଣ ବଢ଼ିପାରେ। ବାଣ ଫୁଟାଇଲେ ନାଇଟ୍ରିକ ଡାଇ-ଅକ୍ସାଇଡ ବାହାରିଥାଏ, ଯାହାକି କରୋନା ଭୂତାଣୁ ଅଭିବୃଦ୍ଧିରେ ସାହାଯ୍ୟ କରେ । ଏହାଦ୍ବାରା ସଂକ୍ରମଣ ମଧ୍ୟ ବଢିଥାଏ । ଦୀପାବଳି ପୂର୍ବରୁ ଡିଏମଇଟି ସିବିକେ ମହାନ୍ତି ଏପରି ସତର୍କ କରାଇଛନ୍ତି । ବାଣ ଫୁଟାଇବାକୁ ନେଇ ଡିଏମ୍‌ଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia