April 20, 2025

ଦୀପାବଳିରେ ବାଣ ଫୁଟାଇବା ନେଇ ଆସିଲା ଗାଇଡଲାଇନ: ରାତି ୮ଟାରୁ ୧୦ ଯାଏଁ ଅନୁମତି

ଭୁବନେଶ୍ୱର: ଦୀପାବଳିରେ ସବୁଜ ବାଣ ଫୁଟିପାରିବ। ଏନେଇ ଓଡିଶା ହାଇକୋର୍ଟ ଅନୁମତି ଦେବା ପରେ ବାଣ ବ୍ୟବାହର ଓ ବିକ୍ରି ନେଇ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ଏସ୍‌ଆର୍‌ସି। ଦୀପାବଳି, ଛଟ୍, କାର୍ତ୍ତିକ ପୂର୍ଣ୍ଣିମା ବେଳେ ବାଣ ପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। କେବଳ ସବୁଜ ବାଣ ବିକ୍ରି ଓ ବ୍ୟବହାର ପାଇଁ ଅନୁମତି ମିଳିଛି। ଦୀପାବଳିରେ ରାତି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia