April 20, 2025

ଦିଲ୍ଲୀ ନିର୍ବାଚନରେ ସଠିକ୍ ପୂର୍ବାନୁମାନ କରିଥିବା ସଂସ୍ଥାର ରିପୋର୍ଟ- କର୍ଣ୍ଣାଟକରେ ବହୁମତ ପାଇବ କଂଗ୍ରେସ

ବେଙ୍ଗାଲୁରୁ : ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମେ 10 ରେ ମତଦାନ ହେବା ନେଇ ଘୋଷଣା ହେବା ପରେ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଯାଇଛି । ବିଭିନ୍ନ ଦଳ ନିଜ ନିଜ ପକ୍ଷରେ ଆସିବାକୁ ଥିବା ଭୋଟ୍ ଗଣତି ରେ ଲାଗି ପଡ଼ିଛନ୍ତି । ଏହା ସହିତ ଭଟରଙଅକୁ ଆକର୍ଷିତ କରିବା ପାଇଁ ସମସ୍ତ

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia