April 21, 2025

ଦିଲ୍ଲୀରେ ସ୍ୱାମୀଙ୍କ ସହ ହନୁମାନ ଚାଲିସା ପାଠ କଲେ ସାଂସଦ ନବନୀତ୍ ରାଣା

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଅମରାବତୀ ସାଂସଦ ନବନୀତ୍ ରାଣା ଶନିବାର ଦିନ ଦିଲ୍ଲୀର କନ୍ନୋଟ୍ ପ୍ଲେସସ୍ଥିତ ହନୁମାନ ମନ୍ଦିରରେ ପହଞ୍ଚି ହନୁମାନ ଚଲିସା ପାଠ କରିଛନ୍ତି । ଏହି ସମୟରେ ନବନୀତ୍ ରାଣା ତାଙ୍କ ସ୍ୱାମୀ ବିଧାୟକ ରବି ରାଣା ଏବଂ ଅନେକ ସମର୍ଥକଙ୍କ ସହ ଥିଲେ । ସମସ୍ତେ ମନ୍ଦିରରେ ହନୁମାନ ଚଲିସା ପୈଠ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia