April 20, 2025

ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିଲେ ପଞ୍ଜାବର ସିଏମ୍ ଚନ୍ନୀ, କ୍ୟାବିନେଟ୍ ବିସ୍ତାର ଉପରେ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ : କଂଗ୍ରେସ ହାଇକମାଣ୍ଡ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଚରଣଜିତ ସିଂହ ଚନ୍ନୀଙ୍କୁ ଦାୟିତ୍ୱ ଦେଇଛନ୍ତି, କିନ୍ତୁ କ୍ୟାବିନେଟକୁ ନେଇ ଏବେ ଚିନ୍ତା ଲାଗି ରହିଛି । କେତେକ ରିପୋର୍ଟରେ କୁହାଯାଇଛି, ତାଲିକା ପ୍ରସ୍ତୁତ ଥିଲା, କିନ୍ତୁ ବିରୋଧକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧୀ ଏହାକୁ ସ୍ଥଗିତ ରଖିଛନ୍ତି । ଏହି ସମୟରେ,

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia