April 20, 2025

ଦିଲୀପ କୁମାରଙ୍କ ହେହାନ୍ତ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ସାଏରା ବାନୋ

ନୂଆଦିଲ୍ଲୀ: ପ୍ରସିଦ୍ଧ ହିନ୍ଦୀ ସିନେମା ଅଭିନେତ୍ରୀ ସାଏରା ବାନୋଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର । ଭେଟେରାନ ଅଭିନେତ୍ରୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସାଏରା ବାନୋ ହିନ୍ଦୀ ସିନେମାର ଟ୍ରାଜେଡି ଦିଲୀପ କୁମାରଙ୍କ ପତ୍ନୀ। ଚଳିତ ବର୍ଷ ଜୁଲାଇରେ ଦିଲୀପ କୁମାରଙ୍କ ଦେହାନ୍ତ ହୋଇଥିଲା। ସମ୍ବାଦ ଏଜେନ୍ସି ANI ର ଖବର ଅନୁଯାୟୀ
Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia