ଦିନକୁ ଦିନ କୂଳ ଲଙ୍ଘୁଛି ସମୁଦ୍ର: ବୁଡ଼ିବାକୁ ଲାଗିଲାଣି ରାମେୟାପାଟଣା ଓ ଆର୍ଯ୍ୟପଲ୍ଲୀ

ଗଞ୍ଜାମ: ଭୟରେ ଗଞ୍ଜାମ ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବସୀ । ଦିନକୁ ଦିନ କୂଳ ଲଙ୍ଘୁଛି ସମୁଦ୍ର। ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଓ ଚିକିଟି ବ୍ଲକର ରାମେୟାପାଟଣା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ଦୁଇ ଗାଁର କିଛି ଘର ସମୁଦ୍ରରେ ବୁଡ଼ିବାକୁ ଲାଗିଛି । ଯାହାଦ୍ୱାରା ଲୋକଙ୍କ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia