April 28, 2025

ଦାଦନ ଖଟିବାକୁ ଡାକି ନେଲେ, ମଜୁରୀ ମାଗିବାରୁ ଗୋଡ଼ ଓ ହାତ ପାପୁଲି କାଟି ଦେଲେ ଦଲାଲ

ମୋହନା: ଦାଦନ ଖଟିବାକୁ ଯାଇ ହରାଇଲେ ହାତ, ଗୋଡ । ଦାଦନ ଖଟିବାକୁ ଡାକି ନେଇଥିଲେ । ମଜୁରୀ ମାଗିବାରୁ ହାତ ପାପୁଲି ଓ ଗୋଟିଏ ଗୋଡ କାଟି ଦେଲେ । ଏପରିକି ଥାନାରେ ଯଦି କହିବେ ତାହାଲେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ଦଲାଲ । ଏଭଳି ସାଂଘାତିକ୍ ଖବର ଆସିଛି ଗଜପତି ଜିଲ୍ଲା ମୋହନା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia