April 22, 2025

ଥାଇଲାଣ୍ଡର ଏହି ବ୍ୟକ୍ତିଙ୍କ ନିଆରା ଜୀବନ: ନିଜର ୮ ଜଣ ପତ୍ନୀଙ୍କ ସହିତ ରହୁଛନ୍ତି ଗୋଟିଏ ଘରେ

ଭୁବନେଶ୍ବର: ଭାରତରେ ଏକରୁ ଅଧିକ ବିବାହ କରିବା ବେଆଇନ, କିନ୍ତୁ ଦୁନିଆରେ ଏମିତି ଅନେକ ଦେଶ ଅଛି ଯେଉଁଠାରେ ଲୋକମାନେ ନିଜ ଇଚ୍ଛା ଅନୁସାରେ ଏକାଧିକ ପତ୍ନୀଙ୍କ ସହିତ ରହିପାରିବେ । ବର୍ତ୍ତମାନ ଥାଇଲ୍ୟାଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ଜଣେ କି ଦୁଇଜଣ ନୁହେଁ, ୮ ଜଣଙ୍କୁ ବିବାହ କରିଛନ୍ତି।

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia