April 20, 2025

ତୈଳ ମୂଲ୍ୟ ବୃଦ୍ଧି ନେଇ ମୋଦୀ ସରକାରଙ୍କୁ ଘେରିଛନ୍ତି ସୁବ୍ରମଣ୍ୟମ୍ ସ୍ୱାମୀ, କହିଛନ୍ତି – ସଚ୍ଚୋଟ ଲୋକଙ୍କ ପାଇଁ ଦୁଃଖଦ

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଅନ୍ୟାନ୍ୟ ଇନ୍ଧନର ମୂଲ୍ୟ ବୃଦ୍ଧି ପାଉଥିବା ନେଇ ଭାରତୀୟ ଜନତା ଦଳର ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁବ୍ରମଣ୍ୟମ ସ୍ୱାମୀ ପ୍ରଶ୍ନ କରିଛନ୍ତି । ଗୋଟିଏ ପଟେ ସ୍ୱାମୀ ଏହାକୁ ସାଧାରଣ ଲୋକଙ୍କ ପାଇଁ ଏକ ଦୁଃଖଦ ଘଟଣା ବୋଲି କହିଥିବା ବେଳେ ଅନ୍ୟ ପଟେ ଏହାକୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia