April 23, 2025

ତେଲ ଦର: କେନ୍ଦ୍ର କମାଇଲା, ରାଜ୍ୟ କେବେ ?

ଭୁବନେଶ୍ୱର: ସାରା ଦେଶରେ କମିଲା ତେଲ ଦର । ଗତାକାଲି ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଏକସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି । ଫଳରେ ପେଟ୍ରୋଲ 9.36 ଟଙ୍କା ଓ ଡିଜେଲ 7 ଟଙ୍କା ହ୍ରାସ ପାଇଛି । ତେବେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ କମାଇ ପରେ ଏବେ ପାଳି ପଡିଛି ରାଜ୍ୟ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia