April 21, 2025

ତିନି ହଜାର କିଲୋମିଟର ପଦଯାତ୍ରା କରିବେ ପ୍ରଶାନ୍ତ କିଶୋର, ନୂଆ ଦଳ ଗଠନ ନେଇ ରଖିଲେ ଏପରି ମନ୍ତବ୍ୟ

ପାଟନା : କଂଗ୍ରେସ ଦଳରେ ସାମିଲ ହେବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବର୍ତ୍ତମାନ ବିହାର ରାଜନୀତିରେ ପରିବର୍ତ୍ତନ ଚାହୁଁଛନ୍ତି । ଏନେଇ ସେ ବିହାରରେ ତିନି ହଜାର କିଲୋମିଟର ପଦାଯାତ୍ରା ନେଇ ଘୋଷଣା କରିଛନ୍ତି । ଅକ୍ଟୋବର ୨ ରେ ପଶ୍ଚିମ ଚମ୍ପାରନର ଗାନ୍ଧୀ ଆଶ୍ରମରୁ ଏହି ଯାତ୍ରା ଆରମ୍ଭ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia