April 22, 2025

ତିନି ମେୟର ଆସନ ଅକ୍ତିଆର କଲା ବିଜେଡ଼ି

ଭୁବନେଶ୍ବର: ଭୁବନେଶ୍ବର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀ ଦଖଲ କଲା ବିଜୁ ଜନତା ଦଳ। ଭୁବନେଶ୍ବରରେ ଦଳୀୟ ପ୍ରାର୍ଥୀ ସୁଲୋଚନା ଦାସ, କଟକରେ ବରିଷ୍ଠ ନେତା ସୁବାସ ସିଂହ ଏବଂ ବ୍ରହ୍ମପୁରରେ ପୁରୁଣା ବିଜେଡ଼ି ନେତ୍ରୀ ସଙ୍ଘମିତ୍ର ଦଳେଇ ନିର୍ବାଚନ ବିଜୟୀ ହୋଇ ପୁଣି ଠାରେ ଟାଣ କରିଛନ୍ତି ନବୀନ ପଟ୍ଟନାୟକଙ୍କ ହାତମୁଠାକୁ। 

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia