April 23, 2025

ତାତିରୁ ନାହିଁ ନିସ୍ତାର: ଆଜି ସର୍ବାଧିକ ୪୪.୫ ଡିଗ୍ରୀ ତାପମାତ୍ରା ବୌଦ୍ଧ ବନିଲା ତତଲା ତାୱା

ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ଲହର ଲାଗି ରହିଛି । ପ୍ରଚଣ୍ଡ ତାତିରେ ଆଉଟୁ ପାଉଟୁ ଲୋକେ । ଆଜି ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ । ୪୨ ଡିଗ୍ରୀ ଉପରେ ୧୪ଟି ସହର ଥିବା ବେଳେ ୪୩ ଡିଗ୍ରୀ ଉପରେ ରହିଛି ୯ଟି ସହର । ସେହିଭଳି ୪୪.୫ ଡିଗ୍ରୀ ସହ ବୌଦ୍ଧ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia