April 30, 2025

ଡାକ୍ତରଙ୍କ ଅବହେଳା ଅଭିଯୋଗ: ୧୮ ଦିନରେ ଗଲାଣି ୧୩ ଶିଶୁଙ୍କ ପ୍ରାଣ

କେନ୍ଦୁଝର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନରେ ଗଲାଣି ୧୩ ଶିଶୁଙ୍କ ପ୍ରାଣ । ଚିକିତ୍ସାରେ ଡାକ୍ତରଙ୍କ ଅବହେଳା ଅଭିଯୋଗ । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଶନିବାର ରାତି ୯ଟାରୁ ପରଦିନ ୧୨ଟା ଯାଏ କୌଣସି ଡାକ୍ତର ନବଜାତକ ଆଇସିୟୁ ବିଭାଗକୁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia