ଡାଇରିଆ ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତ୍ତି , ନିୟନ୍ତ୍ରଣକୁ ଆସୁଛି ଡାଇରିଆ ସ୍ଥିତି

ଭୁବନେଶ୍ୱର: ଦୈନିକ ନୂଆ ଝାଡ଼ାବାନ୍ତି ମାମଲା କମୁଛି । ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ଡାଇରିଆ ସ୍ଥିତି । ରାଜ୍ୟର ୭ଟି ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିଛି ।ଏଥିରେ ରାଜ୍ୟରେ ମୋଟ୍ ୪୩୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୭ ଜଣଙ୍କ ଏପର୍ଯ୍ୟନ୍ତ ମୃତ୍ୟୁ ହୋଇଛି । ଡାଇରିଆ ସ୍ଥିତି ନେଇ ଗୃହରେ ବିବୃତ୍ତି ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia