April 20, 2025

ଟିଏମସି ଯାଇଥିବା ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଶୁଭେନ୍ଦୁ ଅଧିକାରୀଙ୍କ ଦାବି, ସଦସ୍ୟତା ବାତିଲ ବାଚସ୍ପତିଙ୍କୁ ଲେଖିଲେ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଅନେକ ବିଜେପି ବିଧାୟକ ଏବମ ନେତା ପୁଣି ତୃଣମୂଳ କଂଗ୍ରେସରେ ଯୋଗ ଦେଉଛନ୍ତି । ଏଥିରେ ଉତକ୍ଷିପ୍ତ ହୋଇ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ବାଚସ୍ପତିଙ୍କୁ ଚିଠି ଲେଖି ପଶ୍ଚିମବଙ୍ଗର ବାଗଦାହ ବିଧାନସଭା ଆସନ ବିଧାୟକ ବିଶ୍ୱଜିତ ଦାସ ଏବଂ ବିଷ୍ଣୁପୁର ବିଧାୟକ ତନମୟ ଘୋଷଙ୍କ ବିରୋଧରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia