April 20, 2025

ଝାରସୁଗୁଡ଼ା ଉପନିର୍ବାଚ:ନବ ଦାସଙ୍କ ଝିଅ ଦୀପାଳିଙ୍କୁ ମିଳିଲା ବିଜେଡି ଟିକଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ସ୍ୱର୍ଗତଃ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ ।ନବ ଦାସଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ବିଧାୟକ ପଦ ଆସନ । ମେ’୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦନ ହେବ । ମେ’ ୧୩ ତାରିଖରେ ଭୋଟ୍

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia