ଝାଡ଼ାବାନ୍ତିରେ ଗଲାଣି ୭ଜଣଙ୍କ ଜୀବନ ,୭୨ ଘଣ୍ଟା ମଧ୍ୟରେ ବିସ୍ତୃତ ରିପୋର୍ଟ ମାଗିଲେ ମନ୍ତ୍ରୀ

ରାୟଗଡ଼ା:ଝାଡ଼ାବାନ୍ତିରେ ଗଲାଣି ୭ଜଣଙ୍କ ଜୀବନ । ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି ।ଏନେଇ ଏବେ ସଜାଗ ହୋଇଛି ଜିଲ୍ଲା ପ୍ରଶାସନ । ପରିସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷ ନିଆଯାଉଛି । ଦୂଷିତ ପାଣି ପିଇବା ଦ୍ୟାରା ସଂକ୍ରମଣ ବ୍ୟାପୁଥିବା ଅନୁମାନ କରି ଗାଁରେ ଟ୍ୟାଙ୍କର

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia