April 21, 2025

ଜୁନ ୧୩ରେ ବାଚସ୍ପତି ନିର୍ବାଚନ: କିଏ ହେବ ବାଚସ୍ପଚି ?

ଭୁବନେଶ୍ୱର: ଖାଲି ପଡିଛି ବିଧାନସଭା ବାଚସ୍ପତି ସିଟ୍ । ଏଥିପାଇଁ ଆସନ୍ତା ଜୁନ ୧୩ ରେ ହେବ ନିର୍ବାଚନ । ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରାଯିବ । ବାଚସ୍ପତି ନିର୍ବାଚନ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଶାସକ ଦଳ ପକ୍ଷରୁ କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେନେଇ କୌଣସି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia