ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଏବଂ କେନ୍ଦ୍ରୀୟ ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ 67 ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଏବଂ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରିଛନ୍ତି । କଙ୍ଗନା ରାନାୱତ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଜାତୀୟ ପୁରସ୍କାର ପାଇଛନ୍ତି
Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia
More Stories
ବାପା ହେଲେ ସାଉଥ ସୁପରଷ୍ଟାର ରାମଚରଣ, ଘରକୁ ଆସିଲା କୁନି ପରୀ
କମି ଚାଲିଛି ‘ଆଦିପୁରୁଷ’ର ଆୟ, ବମ୍ପର ଓପନିଂ ପରେ ଫ୍ଲପ୍ ହେଲା ଫିଲ୍ମ: ଆଜି ହୋଇଛି ମାତ୍ର ଏତିକି କଲେକ୍ସନ
ବିବାଦରେ ‘ଆଦିପୁରୁଷ’: ବଦଳିବ ସିନେମାର ଡାଏଲଗ, ସମାଲୋଚନା କରୁଛନ୍ତି ଦର୍ଶକ