April 22, 2025

ଜାଣନ୍ତୁ କିଏ ଫାଲଗୁନି ଶାହା ? ଯାହାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଜଣାଇଲେ ଅଭିନନ୍ଦନ…

ନୂଆଦିଲ୍ଲୀ: 64 ତମ ଗ୍ରାମୀ ପୁରସ୍କାରରେ ଭାରତୀୟ-ଆମେରିକୀୟ ସଂଗୀତକାର ଫାଲଗୁନି ଶାହାଙ୍କୁ ସମ୍ମାନିତ କରାଯାଇଛି । ଫାଲଗୁନି ଶାହାଙ୍କୁ ତାଙ୍କ ଆଲବମ୍ ‘ଏ କଲରଫୁଲ ୱାର୍ଲ୍ଡ’ ପାଇଁ ଶ୍ରେଷ୍ଠ ଶିଶୁ ସଂଗୀତ ଆଲବମରେ 64 ତମ ଗ୍ରାମୀ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଟ୍ୱିଟରରେ ଭାରତୀୟ-ଆମେରିକୀୟ ଗାୟକ ଫାଲଗୁନି ଶାହାଙ୍କୁ ଗ୍ରାମୀ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia