ଭୁବନେଶ୍ୱର: ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ପ୍ରାୟ ୩ରୁ ୪ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ଛତିଶଗଡ଼ରୁ ହୀରାକୁଦକୁ ପ୍ରବେଶ କରୁଥିବା ଜଳ ପ୍ରବାହ କମିଛି, ମାତ୍ର ନିଷ୍କାସନ ସମାନ ରହିଛି, ଡ୍ୟାମ୍ରେ ୬୨୮/ ୬୨୯ ଫୁଟ ଜଳ ରହିଲେ ଅସୁବିଧା ନାହିଁ
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Berhampur’s Thakurani Yatra ends
Min clarifies on Ayushman Bharat, warns hospitals against negligence
3 kids find new homes outside state