April 30, 2025

ଜଳମଗ୍ନ ସିଲଭର ସିଟି କଟକ, ସ୍ଥିତି ସମୀକ୍ଷା କରିଛନ୍ତି ମେୟର ସୁବାସ ସିଂ

କଟକ: ଲଗାଣ ବର୍ଷା ଯୋଗୁଁ ଅନେକ ଜିଲ୍ଲାର ସ୍ଥିତି ଏବେ ବେହାଲ । କଟକ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ପଡିଛି । ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି । ଆଜି ସକାଳୁ ମେୟର ସୁବାସ ସିଂ ବିଭିନ୍ନ ସ୍ଥାନ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି । ବର୍ଷାରେ କଟକର ବିଭିନ୍ନ ଜଳ ନିଷ୍କାସନ ପଏଣ୍ଟ ବୁଲି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia