April 20, 2025

ଜରୁରୀକାଳିନ ଏକକ ସହାୟତା ନମ୍ବର 112: ମୁଖ୍ୟ ଶାସନ ସଚିବ କଲେ ସମୀକ୍ଷା

ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟକାରୀ ବିଭିନ୍ନ ଜରୁରୀକାଳିନ ସେବା ପାଇଁ ‘୧୧୨’ ଏକକ ସହାୟତା ନମ୍ବର କାର୍ଯ୍ୟକାରୀ କରାଯାଇଛି । ଏହି ନମ୍ବର ଡାଏଲ୍ କରି ଅଗ୍ନଶମ, ପୋଲିସ୍ ତଥା ଆମ୍ବୁଲାନସ୍ ଭଳି ଜରୁରୀକାଳିନ ସହାୟତା ପ୍ରାପ୍ତ କରିହେବ । ପୂର୍ବରୁ ଜାରି ହୋଇଥିବା ପୋଲିସ ସହାୟତା ନମ୍ବର ୧୦୦ ଏବଂ ଅଗ୍ନିଶମ ସହାୟତା ନମ୍ବର ୧୦୧ ତଥା

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia