April 23, 2025

ଜନଜାତିଙ୍କ ପ୍ରେରଣା ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଭାରତ ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି ଜଣେ ଓଡିଆ ଝିଅ । ଭାରତର ପଞ୍ଚଦଶ ରାଷ୍ଟ୍ରପତି ତଥା ପ୍ରଥମ ମହିଳା ଜନଜାତି ରାଷ୍ଟ୍ରପତି । ଜନଜାତିଙ୍କ ପ୍ରେରଣା ସାଜିଥିବା ଦ୍ରୌପଦୀ ମୁର୍ମୁ ଆଜି ସାରା ଦେଶର ପ୍ରେରଣା। ସମଗ୍ର ଜନଜାତି ସମାଜ ଆଜି ଭାରି ଖୁସି। ଢ଼ୋଲ୍, ବାଦ୍ୟ ଆଦିରେ ସେମାନେ ଆଜି ଝୁମୁଛନ୍ତି।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia