April 22, 2025

ଜଗା ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ, ଆଜି ପଦ୍ମବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ଦୀର୍ଘ ୨୧ ଦିନ ପରେ ଖୋଲିଛି ଶ୍ରୀମନ୍ଦିର । ଗତକାଲିଠାରୁ ପୁଣି ଆରମ୍ଭ ହୋଇଛି କାଳିଆ ଦର୍ଶନ । ପ୍ରଥମ ଦିନରେ ପାଖାପାଖି ୨୦ ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । କୋଭିଡ଼ କଟକଣା ଭିତରେ ଦର୍ଶନ ଆରମ୍ଭ ହୋଇଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ତେବେ ଆଜି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia