ଚିଲିକା ମଇଁଷି କ୍ଷୀରରେ ରହିଛି ହିତକାରୀ ବ୍ୟାକ୍ଟେରିଆ, ଭଲ କରିପାରେ କର୍କଟ ରୋଗ

ଭୁବନେଶ୍ୱର: ଭାରତରେ ଦେଖା ଯାଉଥିବା ମଇଁଷିମାନଙ୍କ ମଧ୍ୟରୁ ଚିଲିକା କୂଳରେ ରହୁଥିବା ଓ ଚିଲିକାର ଦଳ ଓ ନଳ ଘାସ ଖାଇ ବଞ୍ଚୁଥିବା ମଇଁଷି ଅନ୍ୟ ପ୍ରଜାତିଠାରୁ ଅତ୍ୟନ୍ତ ଉନ୍ନତମାନର। ତେଣୁ ଚିଲିକା ଅଞ୍ଚଳର ମଇଁଷିଙ୍କ କ୍ଷୀରରେ ରହିଛି ପ୍ରଚୁର ପରିମାଣର ହିତକାରୀ ବ୍ୟାକ୍ଟେରିଆ। ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଚିଲିକା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia