April 21, 2025

ଚାଷୀଙ୍କ ପାଇଁ ୨୦୦ କୋଟିର ମରୁଡି ଇନପୁଟ୍ ସବସିଡି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଚାଷୀଙ୍କ ପାଇଁ ୨୦୦ କୋଟିର ମରୁଡି ଇନପୁଟ୍ ସବସିଡି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସିଧାସଳଖ କ୍ଷତିଗ୍ରସ୍ତ ଚାଷୀଙ୍କୁ ସିଧାସଳଖ ଭାବେ ମିଳିବ । ୧୨ ଜିଲ୍ଲାର ୬୪ ବ୍ଲକ ଓ ୧୫ ପୌର ପରିଷଦ ଅଞ୍ଚଳରେ ମରୁଡି ପାଇଁ ୨,୬୩,୫୬୦ ହେକ୍ଟର

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia