April 30, 2025

ଚାନ୍ଦିପୁରରେ ମାଛ ଧରିବା ବେଳେ ଅଘଟଣ, ଗୁଳି ମାଡ଼ରେ ମତ୍ସ୍ୟଜୀବୀ ମୃତ

ଚାନ୍ଦିପୁର: ଚାନ୍ଦିପୁରରେ ମାଛ ଧରିବା ବେଳେ ଅଘଟଣ । ସମୁଦ୍ର ଭିତରେ ମାଛ ଧରୁଥିବା ସମୟରେ ଗୁଳି ବାଜି ଜଣେ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ମୃତକ ହେଲେ କମଳାକାନ୍ତ ମାଝୀ ଓ ଗୁରୁତର ଆହତ ପଦ୍ମଲୋଚନ ମଳିକ ।  ଗୁଳି ବାଜିବା ପରେ ତୁରନ୍ତ କମଳାକାନ୍ତଙ୍କୁ ବାଲେଶ୍ୱର ମେଡ଼ିକାଲରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia