April 29, 2025

ଚଳିତ ବର୍ଷ ନିର୍ମାଣ ହେବ ୩୦୦ ଚେକ୍ ଡ୍ୟାମ୍ ,ବିଭାଗ ପକ୍ଷରୁ ପ୍ରାୟ ୪୮୦ଟି ପୋଲ ଚିହ୍ନଟ

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ପୋଲ ତଥା ଚେକ୍‍ଡ୍ୟାମ୍‍ ନିର୍ମାଣରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି । ପ୍ରାୟ ୨ ମାସ ମଧ୍ୟରେ ୪୫ଟି ଚେକ୍‍ ଡ୍ୟାମ୍‍ ନିର୍ମାଣ ସରିଛି  ।  ଏହା ମଧ୍ୟରୁ ୩୧ଟି ପୁର୍ତ୍ତ ବିଭାଗ ଏବଂ ୧୪ ଟି ଗ୍ରାମ ଉନ୍ନୟନ ବିଭାଗ ନିର୍ମାଣି କରିଛି  ।  ତେବେ ଚଳିତ ବର୍ଷ ୩ଶହ ଚେକ୍‍ ଡ୍ୟାମ୍‍ ତିଆରି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia