ଚମକିବ ସିଲଭର ସିଟି: ଏଥର କଟକରେ ୨୭ ଚାନ୍ଦି ମେଢ

କଟକ: ଦୁଇ ବର୍ଷ ପରେ ଚଳିତ ବର୍ଷ ମହା ଆଡମ୍ବରରେ ହେବ ଦୂର୍ଗାପୂଜା । ଭାଇଚାରାର ସହର କଟକରେ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି । ସୁନା ଚାନ୍ଦି ମେଢରେ ଝଲସିବେ ମା । ସେଥିପାଇଁ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇ ଯାଇଛି ଚାନ୍ଦି ସଫା କାମ । ଚାନ୍ଦି ସଫା ଶେଷ ହେବା ପରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia