April 21, 2025

ଚନ୍ନୀ ସରକାର ଉପରେ ଆକ୍ରମଣ କଲେ ନବଜୋତ ସିଂହ ସିଦ୍ଧୁ, ଅନଶନରେ ବସିବାକୁ ଦେଲେ ଧମକ

ଚଣ୍ଡିଗଡ଼ : ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ପୁଣି ନିଜ ଦଳର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଗୁରୁବାର ଦିନ ସିଦ୍ଧୁ କହିଛନ୍ତି ଯେ ଯଦି ରାଜ୍ୟର ଚରଣଜିତ ସିଂହ ଚନ୍ନୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ନିଶା କାରବାର ତଥା ବଳିଦାନର ଖବର ପ୍ରକାଶ ନକରନ୍ତି ତେବେ ସେ ସରକାରଙ୍କ ବିରୋଧରେ ଅନଶନରେ ବସିବେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia