April 22, 2025

ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ, ପେବୃଆରୀ 20 ରେ ହେବ ମତଦାନ

ନୂଆଦିଲ୍ଲୀ : ପଞ୍ଜାବ ନିର୍ବାଚନ ସମ୍ପର୍କରେ ନିର୍ବାଚନ ଆୟୋଗ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସମସ୍ତ ବିଧାନସଭା ଆସନ ପାଇଁ 14 ଫେବୃଆରୀ ପରିବର୍ତ୍ତେ 20 ଫେବୃଆରୀରେ ଭୋଟ୍ ଗ୍ରହଣ ହେବ । ନିର୍ବାଚନ ତାରିଖ ନେଇ ଘୋଷଣା ପରଠାରୁ ବିଜେପି, କଂଗ୍ରେସ ସମେତ ଅନେକ ଦଳ ଏହାକୁ ପରିବର୍ତ୍ତନ କରିବାକୁ ଦାବି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia