April 30, 2025

ଘରେ ଗୋରୁଗାଇ ରଖିଛନ୍ତି କି ? ଜାଣି ରଖନ୍ତୁ ଚର୍ମବିଣ୍ଡି ରୋଗକୁ ନେଇ କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ…

Lumpy Skin Disease: ମଣିଷ ପରେ ଏବେ ଗୋରୁଗାଇଙ୍କୁ ଭାଇରସ୍ ଭୟ । ମହାମାରୀ କରୋନାର ପ୍ରକୋପ କମିଥିବା ବେଳେ ଏବେ ଆଉ ଏକ ଭାଇରସ୍‌କୁ ନେଇ ଚିନ୍ତା ବଢ଼ିଛି। ଲମ୍ପି ସ୍କିନ୍‌ ଡିଜିଜ୍‌ ବା ଚର୍ମବିଣ୍ଡି ରୋଗ ଗାଈଗୋରୁଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ସଂକ୍ରାମକ ରୋଗ । ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia