April 29, 2025

ଗୋଟିଏ ମଞ୍ଚରେ ଶାହ-ନବୀନ

କଟକ: ସ୍ଥାନୀୟ ଇନଡୋର ଷ୍ଟାଡିୟମ ସଭାରେ ଯୋଗ ଦେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଜାତନ୍ତ୍ର ୭୫ତମ ପ୍ରତିଷ୍ଠା ଉତ୍ସବରେ ଉଭୟ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ପହଞ୍ଚି ପରିଦର୍ଶନ ପରେ ନେତାଜୀଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଅମିତ ଶାହା । {image-amitshahandcmnaveenpatnaik-1659944005.jpeg

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia