April 22, 2025

ଗୋଆ ବିଧାନସଭା ନିର୍ବାଚନ: ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଛାଡି ପାରନ୍ତି ଦଳ, କେଜରିୱାଲଙ୍କ ଠାରୁ ବି ମିଳିଲା ଅଫର

ପାଣାଜୀ: ଗୋଆରେ ପ୍ରତି ନିର୍ବାଚନରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଲଢେଇ ସିଧା ସଳଖ ହୋଇଥାଏ। ଏହି ଦୁଇ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରବେଶ କରିଛି ଆମ୍ ‌ ଆଦମୀ ପାର୍ଟି ଏବଂ ତୃଣମୂଳ କଂଗ୍ରେସ ପାର୍ଟି । ସେଥିପାଇଁ ଏଥର ମୁକାବିଲା ଅଧିକ ଜଟିଳ ଏବଂ ଆକର୍ଷଣୀୟ ହୋଇଛି । ନିର୍ବାଚନ ତାରିଖ ଘୋଷଣା ହେବାର

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia