April 22, 2025

ଗୋଆରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାମ ଘୋଷଣା କଲା AAP, ଅମିତ ପାଲେକର ହେବେ ମୁଖ୍ୟମନ୍ତ୍ରୀ ଚେହେରା

ପାନାଜୀ : ପଞ୍ଜାବ ପରେ ବର୍ତ୍ତମାନ ଆମ୍ ଆଦମୀ ପାର୍ଟି (AAP) ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଗୋଆ ପାଇଁ ଦଳର ମୁଖ୍ୟମନ୍ତ୍ରୀ ଚେହେରାଙ୍କ ନାମ ପ୍ରକାଶ କରିଛନ୍ତି । ଗୋଆ ବିଧାନସଭା ନିର୍ବାଚନ ପାଇଁ ଅମିତ ପାଲେକରଙ୍କୁ ସିଏମ୍ ଚେହେରା ଭାବରେ ଘୋଷଣା କରାଯାଇଛି । ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଭଗୱନ୍ତ ମାନ୍

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia