April 22, 2025

ଗୋଆରେ ବିଜେପିକୁ ବଡ଼ ଝଟାକା, ଟିକେଟ୍ କଟିବା ପରେ ଦଳ ଛାଡ଼ିବାକୁ ଘୋଷଣା କଲେ ପୂର୍ବତନ ସିଏମ୍ ଲକ୍ଷ୍ମୀକାନ୍ତ ପାରସେକର

ପାନାଜୀ : ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀକାନ୍ତ ପାରସେକର ଭାରତୀୟ ଜନତା ପାର୍ଟି ଛାଡିବାକୁ ଘୋଷଣା କରିଛନ୍ତି । ରାଜ୍ୟର ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା ଥିବା ଲକ୍ଷ୍ମୀକାନ୍ତଙ୍କୁ ବିଧାନସଭା ନିର୍ବାଚନ ପାଇଁ ଦଳ ପକ୍ଷରୁ ଟିକେଟ୍ ଦିଆଯାଇ ନାହିଁ । ଟିକେଟ୍ କାଟିବା ପରେ ଅସନ୍ତୋଷ ପ୍ରକାଶ କରି ଲକ୍ଷ୍ମୀକାନ୍ତ ପାରସେକର ସ୍ୱାଧୀନ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia