April 20, 2025

‘ଗୁଲାବ୍’ ପରେ ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ସଜ ସଜ ଓଡିଶା ଛାଡିଛି ବାତ୍ୟା ‘ଗୁଲାବ୍’ । ଗୋଟିଏ ବାତ୍ୟା ଯାଉ ଯାଉ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ। ଗତକାଲିର ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆଜି ଉତ୍ତରପୂର୍ବ ତଥା ପାର୍ଶ୍ଵବର୍ତ୍ତୀ ପୂର୍ବ-ମଧ୍ୟମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହା ଆସନ୍ତା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia