April 25, 2025

ଗୁଣ୍ଡିଚା ମନ୍ଦିରରୁ ଆସିଲା ଆଜ୍ଞାମାଳ

ପୁରୀ:ଆଜିଠୁ ଆରମ୍ଭ ହେବ ବାହୁଡାଯାତ୍ରାର ପ୍ରସ୍ତୁତୀ । ଜୁଲାଇ ୮ ଅପରାହ୍ନ ୪ରୁ ବନ୍ଦ ହେବ ଭକ୍ତଙ୍କ ଦର୍ଶନ । ଦର୍ଶନ ବନ୍ଦ କରାଯାଇ ବାହୁଡା ନୀତି ସାରିବାର ନିଷ୍ପତ୍ତି ନିଆଯାଇଛି । ତେବେ ଏଥର ସୁନାବେଶରେ କଡାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା । ପ୍ରଥମ ଥର ପାଇଁ ରଥ ଉପରେ ଠାକୁରଙ୍କ ଦୁଇ ପାର୍ଶ୍ୱରେ ପାଇପ୍

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia